ଓଡିଶା ପାଇଁ ଗର୍ବ: ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ

ଶକ୍ତିଶାଳୀ ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଅ ଭୁବନେଶ୍ବର : ଓଡ଼ିଆ ପୁଅ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ। ସେ ଏବେ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଅଛନ୍ତି। ବିଶ୍ବର ଅନ୍ୟତମ ଶକ୍ତିଶାଳୀ ପ୍ରତିରକ୍ଷା ବାହିନୀ ଭାରତୀୟ ସେନାର ୨ୟ ସର୍ବୋଚ୍ଚ ପଦବୀ ମଣ୍ଡନ କରିବାରେ ସେ ହେବେ ପ୍ରଥମ ଓଡ଼ିଆ। ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି … Continue reading ଓଡିଶା ପାଇଁ ଗର୍ବ: ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ